କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୀମସାର୍‌ରେ MBBS ପରୀକ୍ଷା ସ୍ଥଗିତ, ସୂଚନା ଦେଲେ ଡିନ୍‌

ସମ୍ବଲପୁର (କେନ୍ଯୁଜ୍): ଭୀମସାର୍‌ରେ ହେବାକୁ ଥିବା MBBS ପରୀକ୍ଷା ସ୍ଥଗିତ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କାଲିଠୁ ହେବାକୁ ଥିବା MBBS ପରୀକ୍ଷାକୁ କର୍ତ୍ତୁପକ୍ଷ ସ୍ଥଗିତ ରଖିଥିବା ନେଇ ଭୀମସାର ଡିନ୍‌ ସୂଚନା ଦେଇଛନ୍ତି। ବୁର୍ଲା ଭୀମସାରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସ୍ଥଗିତ ରହିଲା ପରୀକ୍ଷା।