ନୂଆପଡା : ନୂଆପଡା ଖଡିଆଳ ଥାନା ଚିଚେର ଗାଁର ମାଂସ ଦୋକାନୀଙ୍କୁ ତଣ୍ଟିଚିପି ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ୨ ଜଣ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦୀନ ପାନଙ୍କୁ ହତ୍ୟା କରିବା ପରେ ଏକ ଚାଷ ଜମିରେ ମୃତଦେହ ଫିଙ୍ଗି ଦେଇଥିବା ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା ।