ଜୁଲାଇ ପହିଲାରୁ ଘରୋଇ ବସ୍‌ ଧର୍ମଘଟ ପ୍ରସଙ୍ଗ: ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର(କେନ୍ୟୁଜ): ଜୁଲାଇ ପହିଲାରୁ ଘରୋଇ ବସ୍‌ ଧର୍ମଘଟ ପ୍ରସଙ୍ଗରେ ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏଥିରେ ପରିବହନ କମିଶନରଙ୍କ ସହ ବସ୍‌ ମାଲିକ ଉପସ୍ଥିତ ରହିବେ ।

ସଂଘର ୮ ଦଫା ଦାବି ଉପରେ ବସ୍‌ ମାଲିକଙ୍କ ସହ ଆଲୋଚନା କରିବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଅପରାହ୍‌ଣ ୪ଟାରେ ବୈଠକ ବସିବ । ଦାବି ପୂରଣ ନହେଲେ ଜୁଲାଇ ୧ରୁ ଧର୍ମଘଟରେ ୧୪ ହଜାର ଘରୋଇ ବସ୍‌ ସାମିଲ ହେବେ ବୋଲି ସଂଘ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.