କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ମିଲେଟ ମିଶନ କାଫେ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ମିଲେଟ ମିଶନ କାଫେ । ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଏହି କାଫେର ଉଦଘାଟନ କରାଯାଇଥିଲା । ବର୍ତ୍ତମାନ ମିଲେଟ ଚାଷ ଦ୍ୱାରା ମହିଳାମାନେ ବହୁ ଆଗକୁ ଯାଇ ପାରୁଛନ୍ତି ।

ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସୁଷମ ଖାଦ୍ୟ କିପରି ଜନ ସାଧାରଣ ପାଇପାରିବେ ତାକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ହାତକୁ ନେଇଥିଲା । ବହୁଦିନର ସ୍ୱପ୍ନ ଆଜି ସଫଳ ହୋଇଥିବା କହିଛନ୍ତି ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.