ସାଧାରଣ ଲୋକଙ୍କ ଅଭିଯୋଗ କ୍ରମେ ଅଚାନକ ପହଁଚି ତଦନ୍ତ କଲେ, ରାଜ୍ୟ ସରକାରଙ୍କ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଗୋପ: ରାଜ୍ୟ ସରକାରଙ୍କ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସାଧାରଣ ଲୋକଙ୍କ ଅଭିଯୋଗ କ୍ରମେ ଅଚାନକ ଚଢ଼ାଉ କଲେ । ଗୋପ ବ୍ଲକ ସାରଡ଼ା ସ୍ଥିତ ଘରୋଇ ଦୁଗ୍ଧ କାରଖାନା Milk mantra ଉପରେ ଅଚାନକ ଚଢ଼ାଉ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାଧାରଣ ଲୋକଙ୍କ ଅଭିଯୋଗ କ୍ରମେ ଅଚାନକ ପହଁଚି ତଦନ୍ତ କଲେ ରାଜ୍ୟ ସରକାରଙ୍କ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ । ଅଭିଯୋଗ ଥିଲା ବଜାର ରେ ମିଳୁଥିବା milk mantra ର କ୍ଷୀର, ଦହି, ଘିଅ ଖାଇବା ଦ୍ୱାରା ଛୋଟ ଛୋଟ ପିଲାଙ୍କ ଦେହ ଖରାପ ହେଉଛି ଯେଉଁଥିରେ ପାଇଁ ମନ୍ତ୍ରୀ ନିଜେ ପହଞ୍ଚି ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ବୁଲି ଦେଖିବା ସହିତ କିଛି ଘରୋଇ ଦୁଗ୍ଧ କାରଖାନାରୁ ବିଭିନ୍ନ ପ୍ରକାର ସାମଗ୍ରୀ ର ନମୁନା ସ°ଗ୍ରହ କରି ନେଇ କରିବେ ।
ଯଦି ଅଭିଯୋଗର ପ୍ରମାଣ ମିଳିଲେ ଓ ଫ୍ୟାକ୍ଟ୍ରି ଦ୍ୱାରା ପ୍ରଦୂଷଣ ଅଭିଯୋଗ ପ୍ରମାଣିତ ହେଲେ ବା ଉତ୍ପାଦିତ ସାମଗ୍ରୀର ମାନ ପରୀକ୍ଷାରେ ଠିକ ନଥିଲେ ଫାକ୍ଟ୍ରି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପରେ ଏଥିସହ ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇଛି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଥିବା କହିଛନ୍ତି । ଯେଉଁମାନେ ଆଳୁ କୁ ଚଢା ଦରରେ ବିକୁଛନ୍ତି ସେମାନଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବୋଲି ମନ୍ତ୍ରୀ ଚେତାବନୀ ଦେଉଛନ୍ତି ।