ପୋଖରୀରେ ବୁଡି ନାବାଳକ ମୃତ, ଅଜା ଘରକୁ ବୁଲିବାକୁ ଯାଇଥିଲେ

ଅନୁଗୋଳ : ପୋଖରୀରେ ବୁଡି ନାବାଳକ ମୃତ | ମାଟ୍ରିକ ପରୀକ୍ଷା ସରିବା ପରେ ଅଜା ଘରକୁ ବୁଲିବାକୁ ଯାଇ ଜୀବନ ହରାଇଲେ ନାବାଳକ  |  ମାଟ୍ରିକ ପରୀକ୍ଷାରେ ଭଲ କରିଥିଲେ  | ସେପଟେ ଘରୋଇ ଶିକ୍ଷାନୁଷ୍ଠାନରେ ଆଡ଼ମିସନ କରି ମଧ୍ୟ ସାରିଥିଲେ |  କିନ୍ତୁ ଦଇବର ନିର୍ଦେଶ ଅଲଗା ଥିଲା  | ଶେଷରେ ପୋଖରୀରେ ବୁଡି ନାବାଳକ ମୃତ୍ୟୁ ବରଣ କଲେ |

ମାମୁ ଘର ବଳରାମ ପ୍ରସାଦର କଟା ବନ୍ଧରେ ସାଙ୍ଗମାନଙ୍କ ସହ ଗାଧେଇବା ବେଳେ ଅଘଟଣ  | ପୋଖରୀରେ ସଙ୍ଗ ମାନଙ୍କ ସହ ଗାଧେଇବା ବେଳେ ବୁଡି ଯାଇ ପ୍ରାଣ ହରାଇଲେ ସିଦ୍ଧାନ୍ତ ସାହୁ || ମୃତକ ସିଦ୍ଧାନ୍ତ ସାହୁଙ୍କ ଘର ଶାବଳଭଙ୍ଗା ଅଞ୍ଚଳର ଜଣାପଡିଛି |