ବ୍ରହ୍ମପୁର: ବେକରେ ଚୁନ୍ନୀ ଲଗାଇ ନାବାଳିକଙ୍କା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବ୍ରହ୍ମପୁର(କେନ୍ୟୁଜ୍): ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ୱିତୀୟ ଲାଇନରେ ଜଣେ ନାବାଳିକା ବେକରେ ଚୁନ୍ନୀ ଲଗାଇ କରିଛନ୍ତି ଆତ୍ମହତ୍ୟା । ନାବାଳିକା ଜଣକ  ସହରରେ ମଡେଲ ଭାବେ କିଛି କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ବଡ଼ ବଜାର ଥାନାରେ ଅପମୃତ୍ୟୁ ମାମଲା ରଜୁ କରି ପୋଲିସର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.