ପ୍ରେମିକ କଲା ପ୍ରତାରଣା, ବେକରେ ଓଢଣୀ ଲଗାଇ ନାବାଳିକା ପ୍ରେମିକାର ଆତ୍ମହତ୍ୟା

ବାଲେଶ୍ୱର(କେନ୍ୟୁଜ୍‌): ପ୍ରେମରେ ଧୋକା ଖାଇ ପ୍ରେମିକାର ଆତ୍ମହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଉଁସବଣିଆ ପଞ୍ଚାୟତରେ ଅଭାବନୀୟ ଘଟଣା । ପ୍ରେମିକ ପ୍ରତାରଣା କରିବା ପରେ ଜଣେ ନାବାଳିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।

ତେବେ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମିକ ନାଁରେ ପ୍ରେମିକ ନାଁରେ ସୁଇସାଇଟ ନୋଟ ଲେଖିଛନ୍ତି । ଖବର ପାଇ ନୀଳଗିରି ପୋଲିସ ଘଟଣାର ତଦନ୍ତ କରି ମୃତଦେହ ଜବତ କରିଛି । ଅନ୍ୟପଟେ ଏନେଇ ମୃତକଙ୍କ ଭାଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.