ଅଭିଯୁକ୍ତର କଟୁରୀରେ ଚୋଟରେ ୫ ପୋଲିସ ଗୁରୁତର, ନୋଟିସ୍ ଦେବାକୁ ଯାଇ ଥିଲେ ପୋଲିସ
ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ଯାମୁଡିହି ସାହିରେ ଅଭାବନୀୟ କାଣ୍ଡ । ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ । ପୋଲିସ କର୍ମଚାରୀଙ୍କୁ କଟୁରୀରେ ଆକ୍ରମଣ କଲା ଅଭିଯୁକ୍ତ ।

ବାଲେଶ୍ୱର(କେନ୍ୟୁଜ୍): ପୋଲିସ୍ଙ୍କୁ ଆକ୍ରମଣ । ଅଭିଯୁକ୍ତର କଟୁରୀରେ ଚୋଟରେ ୫ ପୋଲିସ ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ଯାମୁଡିହି ସାହିରେ ଅଭାବନୀୟ କାଣ୍ଡ । ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ । ପୋଲିସ କର୍ମଚାରୀଙ୍କୁ କଟୁରୀରେ ଆକ୍ରମଣ କଲା ଅଭିଯୁକ୍ତ ।
ଗୁରୁତର ଅବସ୍ଥାରେ ୫ ପୋଲିସ କର୍ମଚାରୀ ମେଡିକାଲରେ ଭର୍ତ୍ତି । ଜଣେ SI, ୨ ASI ଓ ୨ ଜଣ କନେଷ୍ଟବଳ ଗୁରୁତର ଆହତ । ଗୁରୁତରମାନେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ । ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ କାବୁ ଥାନାକୁ ନେଲା ପୋଲିସ