ରାଜଧାନୀରେ ଆତତାୟୀର ଆତଙ୍କ ରାଜ୍, ତମାଣ୍ଡୋ ଥାନା ନିକଟରେ କଲା ଛୁରାମାଡ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ଛୁରାମାଡ । ଏଥିରେ ବାଲିଆପଡାର ଭରତ ସାହୁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି ।

tamando

 

ଆହତଙ୍କ ଠାରୁ ଦୁର୍ବୃତ୍ତ ମାନେ ମୋବାଇଲ ଓ ଟଙ୍କା ଛଡାଇନେଇଥିବା ଜଣାପଡିିଛି । ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ଅଭିଯୁକ୍ତର ଗିରଫ ଦାବିରେ ତମାଣ୍ଡୋ ଥାନା ଆଗରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.