ବିଦ୍ୟୁତକାଟକୁ ନେଇ ନେସ୍କୋ କର୍ମଚାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ, ୭ କର୍ମଚାରୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଇଲେକ୍‌ଟ୍ରି ଫୁଲାଡି ସେକ୍ସନ୍‌ରେ ଦୁର୍ବୃତ୍ତଙ୍କ ଆକ୍ରମଣ । ନେସ୍କୋର ୭ ଜଣ କର୍ମଚାରୀ ଗୁରୁତର ହୋଇଥିବା ସୂଚନା । ବିଦ୍ୟୁତ୍‌ କାଟକୁ ନେଇ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ବନ୍ଧୁକ, ଷ୍ଟିଲ ରଡ୍‌ ଓ ଠେଙ୍ଗାରେ ଆକ୍ରମଣ ହୋଇଛି । ଗୁରୁତର କର୍ମଚାରୀମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 

Leave A Reply

Your email address will not be published.