ପେଟ୍ରୋଲ ଟାଙ୍କିରେ ଫାଙ୍କା ଗୁଳି ଚଳାଇ ଲୁଟ୍, ୨ଲକ୍ଷ ୫୦ହଜାର ଟଙ୍କା ନେଇ ଚମ୍ପଟ ମାରିଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ଯୁଜ୍): ଲୁଟ୍‌ ର  ଲାଇଭ୍ ଭିଡିଓ। ଆସିଲେ ଆଉ ବନ୍ଧୁକ ମୁନରେ ଲୁଟିନେଲେ। ଏଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରୀ ପେଟ୍ରୋଲ ଟାଙ୍କିରି। ଯେଉଁଠି ଫାଙ୍କା ଗୁଳି ଚଳାଇ ଲୁଟ୍‌ କରିଛନ୍ତି ଲୁଟେରା। ପାଖାପାଖି ୨ଲକ୍ଷ ୫୦ହଜାର ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ।

ଯାହାର ସମସ୍ତ ଦ୍ରୁଶ୍ଯ CCTVରେ କଏଦ ହୋଇଛି । ଏହି ଭିଜୁଆଲ୍ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି।

Leave A Reply

Your email address will not be published.