ନୟାପଲ୍ଲୀ ଅଞ୍ଚଳରେ ମଦ ଦୋକାନରୁ ଲୁଟ୍‌: ୫ ଲକ୍ଷ ୪୮ ହଜାର ଟଙ୍କା ଓ ପ୍ରାୟ ୧୦ ଲକ୍ଷ ଟଙ୍କାର ଦାମୀ ମଦ ନେଇ ଲୁଟେରା ଛୁ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ମଦ ଦୋକାନରୁ ଲୁଟ୍‌ ଘଟଣା। ଏସିପି ସଞ୍ଜୀବ ଶତପଥି, ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି ପୋଲିସ। ହାର୍ଡ ଡିସ୍କକୁ ଲୁଟେରା ନେଇଯାଇଛନ୍ତି। ୫ ଲକ୍ଷ ୪୮ ହଜାର ଟଙ୍କା ଓ ପ୍ରାୟ ୧୦ ଲକ୍ଷ ଟଙ୍କାର ଦାମୀ ମଦ ନେଇଯାଇଥିବା ଅଭିଯୋଗ କରିଛନ୍ତି ମ୍ୟାନେଜର।

Leave A Reply

Your email address will not be published.