ରାଜ୍ୟ

ବିଳମ୍ବିତ ରାତ୍ରିରେ ତହସିଲଦାରଙ୍କର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ, ବାଲି ମାଫିଆ କିମ୍ବା ପଥର ମାଫିଆଙ୍କ ଉପରେ ସନ୍ଦେହ

ନରସିଂପୁର (କେନ୍ୟୁଜ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତହସିଲଦାରଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାହା ସନ୍ଦେହ କରାଯାଉଛି ଗତ ବିଳମ୍ବିତ ରାତ୍ରରେ ଏକ ପଲସର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ଆସି ତହସିଲଦାରଙ୍କ ଗାଡ଼ି କୁ ଜାଳି ଚାଲିଯାଇଥିଲେ ଯେଉଁଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡି ଯାଇଛି ।

ଏ ନେଇ ବଡ଼ମ୍ବା ତହସିଲଦାର ପୋଲିସ୍ ର ଦ୍ବାରସ୍ଥ ହୋଇଛନ୍ତି । ଯାହା ଫଳରେ ପୋଲିସ୍ ପକ୍ଷରୁ ଜୋରଦାର ତଦନ୍ତ ଚାଲିଛି । ଯାହା ସନ୍ଦେହ କରାଯାଉଛି ଏହା ବାଲି ମାଫିଆ କିମ୍ବା ପଥର ମାଫିଆ ଙ୍କ ଉନ୍ମତ୍ତ କାଣ୍ଡ ଘଟେଇଥିବା ସନ୍ଦେହ କରାଯାଉଛି। ଏ ନେଇ ବଡ଼ମ୍ବା ପୋଲିସ୍ ପକ୍ଷରୁ ୩୦୭/୨୨ ଅନୁଯାୟୀ କେଶ୍ ରୁଜୁ କରାଯାଇଛି ।

Barsha

Recent Posts

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

11 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

30 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

33 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

40 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

42 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago