ଘର ସମ୍ମୁଖରେ ଛିଡ଼ା ହୋଇଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଦୁବୃର୍ତ୍ତ

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍ । ଆଠଗଡ଼ ହାଉସିଂ ବୋର୍ଡ କଲୋନୀ ରେ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲେ ୨ ଦୁବୃର୍ତ୍ତ ।

ଆଠଗଡ଼ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍ । ଆଠଗଡ଼ ହାଉସିଂ ବୋର୍ଡ କଲୋନୀ ରେ ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲେ ୨ ଦୁବୃର୍ତ୍ତ । ବାଇକ୍ ଯୋଗେ ଆସି ଝାମ୍ପି ନେଲେ ଦୁଇଟି ଚେନ୍ । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ସିସଟିଭି ଜରିଆରେ ଛାନ୍ ଭିନ ଜାରୀ ରଖିଛି।