କଟକର ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ମୋ ବସ, କାହାର କିଛି କ୍ଷତି ହୋଇନଥିବା ସୂଚନା

ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ। ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡିର ପଛ ପଟ ଭାଙ୍ଗି ଯାଇଛି ବୋଲି ଜଣାପଡୁଛି।

ଭୁବନେଶ୍ୱର (କେନ୍ୟୁଜ): ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ। ଅତିରିକ୍ତ ଜିଲ୍ଲା ପାଳଙ୍କ ଗାଡିର ପଛ ପଟ ଭାଙ୍ଗି ଯାଇଛି ବୋଲି ଜଣାପଡ଼ିଛି। ଏଥିରେ କାହାର କୌଣସି କ୍ଷତି ଘଟି ନାହିଁ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୋ ବସ ଡ୍ରାଇଭରକୁ ଅଟକ ରଖିଛି।

You might also like