ମୋଦିଙ୍କ ମୁହଁରେ କେନ୍ଦ୍ରାପଡ଼ାର ମହିଳା କମଳା ମହାରଣାଙ୍କୁ ପ୍ରଶଂସା, ସ୍ୱଚ୍ଛତା ସହ ଅର୍ଥ ଉପାର୍ଜନ କରି ଉଦାହରଣ ସାଜିଛନ୍ତି କମଳା

ଜରି ଅଖାରୁ ଡାଲା, ମୋବାଇଲ୍‌ ଷ୍ଟାଣ୍ଡ, କ୍ଷୀର ପ୍ୟାକେଟ୍‌, ପ୍ଲାଷ୍ଟିକ୍‌ ପ୍ୟାକିଂ ଆଦି ପ୍ରସ୍ତୁତ କରୁଛନ୍ତି । ସ୍ୱଚ୍ଛତା ସହ ଅର୍ଥ ଉପାର୍ଜନ କରି ଉଦାହରଣ ସୃଷ୍ଟି କରିଛନ୍ତି କମଳାଙ୍କ ଗୋଷ୍ଠୀ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କମଳା ମହାରଣା ।

କେନ୍ଦ୍ରାପଡ଼ା(କେନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଓଡ଼ିଆଙ୍କ ପ୍ରଂଶସା । ମନ୍‌ କି ବାତରେ କେନ୍ଦ୍ରାପଡ଼ାର ଏସ୍‌ଏଚ୍‌ଜି ମହିଳା କମଳା ମହାରଣାଙ୍କୁ ପ୍ରଶଂସା କରିଛନ୍ତି । ଗୁଲନଗରରେ ତାଙ୍କ ଘର । ଏକ ସ୍ୱୟଂ ସହାୟକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି କମଳା । ବର୍ଜ୍ୟବସ୍ତୁରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

ଜରି ଅଖାରୁ ଡାଲା, ମୋବାଇଲ୍‌ ଷ୍ଟାଣ୍ଡ, କ୍ଷୀର ପ୍ୟାକେଟ୍‌, ପ୍ଲାଷ୍ଟିକ୍‌ ପ୍ୟାକିଂ ଆଦି ପ୍ରସ୍ତୁତ କରୁଛନ୍ତି । ସ୍ୱଚ୍ଛତା ସହ ଅର୍ଥ ଉପାର୍ଜନ କରି ଉଦାହରଣ ସୃଷ୍ଟି କରିଛନ୍ତି କମଳାଙ୍କ ଗୋଷ୍ଠୀ । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କମଳା ମହାରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.