ଭୁବନେଶ୍ବର (କେନ୍ଯୁଜ୍) :ଆସନ୍ତା ୧୦ ତାରିଖ, ସୋମବାର ଦିନ ରାଜ୍ୟର ସବୁ ସ୍କୁଲ ଛୁଟି । କଂଗ୍ରେସର ଭାରତ ବନ୍ଦ ଡାକରା ପାଇଁ ଛୁଟି ଘୋଷଣା କରାଯାଇଛି । ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ନିଷ୍ପତ୍ତି ନେଇଛନ୍ତି ସରକାର । କଳିଙ୍ଗ ଟିଭିକୁ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
You might also like