ହନୁ ମାଙ୍କଡ଼ ଆତଙ୍କ, ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡ଼ିଲା ମାଙ୍କଡ଼
ପିପିଲି : ପୁରୀ ଜ଼ିଲ୍ଲା ପିପିଲି ବିଜ୍ଞାପିତ ପରିଷଦ ଅଂଚଳରେ ପାଗଳ ହନୁ ମାଙ୍କଡ଼ର ଆତଙ୍କରେ ଅନେକ ଲୋକେ ଆହତ ହୋଇଛନ୍ତି । ପାଗଳ ହନୁ ମାଙ୍କଡ଼ ଗୋଡେଇ ଗୋଡେଇ କାମୁଡିବା ରେ ୭ ଜଣ ଗୁରୁତର ହୋଇ ଥିବା ବେଳେ ୫ ଜଣ ଛୋଟ ପିଲା ଥିବା ବେଳେ ୨ ଜଣ ମହିଳା ଗୁରୁତର ହୋଇଛନ୍ତି । ହନୁ ମାଙ୍କଡ଼ର ଭୟ ଭିତରେ ପିପିଲି ଏନଏସି ବାସିନ୍ଧା ।