ଶ୍ରୀମନ୍ଦିରକୁ ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଗାଏବ ହୋଇଥିବା ଚନ୍ଦ୍ର ଓ ସୂର୍ଯ୍ୟ

ପୁରୀ: ଶ୍ରୀମନ୍ଦିରକୁ ଫେରିଲା ଚନ୍ଦ୍ର ଓ ସୂର୍ଯ୍ୟ । ସେବାୟତ ଫେରାଇଲେ ଚନ୍ଦ୍ର ଓ ସୂର୍ଯ୍ୟ । ନିଜ ଘର ନିଳମାଧବଙ୍କୁ ଲାଗି କରିବା ପାଇଁ ଏହାକୁ ନେଇଯାଇଥିବା ସେବାୟତ କହିଛନ୍ତି ।

ଗତ ୨୭ ତାରିଖରେ ହୋଇଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଅଂଶ ବିଶେଷ ହେଉଛି ଚନ୍ଦ୍ର ଓ ସୂର୍ଯ୍ୟ । ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.