ଓଡ଼ିଶାରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ, ସୂଚନା ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଉ ୪ କରୋନା ପଜେଟିଭ୍ ଚିହ୍ନଟ, ସୂଚନା ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ।ଓଡ଼ିଶାରେ ମୋଟ ପଜେଟିଭ୍ ସଂଖ୍ୟା ହେଲା ୪୮। ଆଜି ଦିନ ତମାମ ୪୦୮ଟି ରକ୍ତ ନମୁନା ପରୀକ୍ଷା ହୋଇଥିଲା ଯେଉଁଥିରୁ ୪୦୨ ନମୁନା ନେଗେଟିଭ ଆସିଥିଲା ବାକି ୬ ଟି ନମୁନା ପଜେଟିଭ୍ ଆସିଛି। ତେବେ  ସକାଳ ୧୧ଟା ପରେ ୨ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୪ ଜଣଙ୍କ ରକ୍ତ ନମୁନା ପଜେଟିଭ୍ ଆସିଛି। ଏହି ୪ ପଜେଟିଭଙ୍କ ବିଷୟରେ କିଛି ବି ସ୍ପଷ୍ଟ କରିନି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.