୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକଡାଉନ ସଂପ୍ରସାରଣ,ଯେଉଁ ସହର ଗୁଡିକୁ ଲକଡାଉନ ଘୋଷଣା କରାଯାଇଥିଲା ତାର ଜିଲ୍ଲା ଗୁଡିକୁ କରାଗଲା ଲକଡାଉନ

କେନ୍ୟୁଜ୍(ବ୍ୟୁରୋ):  ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ଲକଡାଉନ ସଂପ୍ରସାରଣ କଲେ ରାଜ୍ୟ ସରକାର, ସେଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ଲକ ଡାଉନ ଘୋଷଣା କରାଯାଇଛି।  ପୂର୍ବରୁ ଯେଉଁ ଜିଲ୍ଲାର ପ୍ରମୁଖ ସହରଗୁଡିକ ଲକଡାଉନ ଘୋଷଣା କରିଥିଲେ ଏବେ ସେହି ସହରକୁ ଧରି ଜିଲ୍ଲାକୁ ମଧ୍ୟ ଲକଡାଉନ କରାଯାଇଥିବାର  ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.