ଭୁବନେଶ୍ବର : କଂଗ୍ରେସ ପ୍ରାର୍ଥୀ ତାଲିକାରେ ଅପେକ୍ଷାକୃତ ଅଧିକ ମହିଳାଙ୍କ ପ୍ରାର୍ଥୀ କରାଯିବ। ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହିପରି ସେ ନିଜେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି। ଦଳ ତାଙ୍କୁ ଯେଉଁ ଆସନରୁ ପ୍ରାର୍ଥୀ କରିବେ ସେଠି ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନିରଞ୍ଜନ।