ଗଞ୍ଜାମ ଧରାକୋଟ ବ୍ଲକରେ ଦଣ୍ଡନାଚ ପଣା ପିଇ ୧୫ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

ସୋରଡା(କେନ୍ୟୁଜ): ଗଞ୍ଜାମ ଧରାକୋଟ ବ୍ଲକରେ ଦଣ୍ଡନାଚ ପଣା ପିଇ ୧୫ରୁ ଅଧିକ ଆକ୍ରାନ୍ତ । ମାଣିକପୁର ପଞ୍ଚାୟତର ବାଦପୁର ଗାଁରେ ଗତ ସୋମବାର ଠାରୁ ଝାଡାବାନ୍ତି ବ୍ୟାପି ଗ୍ରାମର ୧୫ରୁ ଅଧିକ ଆକ୍ରାନ୍ତ ହୋଇ ମାଣିକପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର କହିଛନ୍ତି ଦୂଷିତ ପାଣି ଓ ଦଣ୍ଡ ପଣା ପିଇ ଥିବାରୁ ଝାଡାବାନ୍ତି ହୋଇଛି ।

Leave A Reply

Your email address will not be published.