ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ, ଦଉଡ଼ି ସାହାଯ୍ୟରେ ପାର୍ ହେଉଛନ୍ତି ଲୋକେ

ଘଟଗାଁ(କେନ୍ୟୁଜ୍): ଲଗାଣ ବର୍ଷା ପରେ ମାଡ଼ି ଆସିଲା ପାଣି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସନ୍ଧ୍ୟାଠାରୁ ବ୍ରିଜ୍‌ ଉପରେ ପାଣି ଚାଲୁଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ଲୋକଙ୍କୁ ବ୍ରିଜ୍‌ ପାର କରାଇବାର ସହାୟତା କରୁଛନ୍ତି । ଦଉଡ଼ି ସାହାଯ୍ୟରେ ଲୋକଙ୍କୁ ପୋଲ ପାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.