୩୦ କିଲୋରୁ ଅଧିକ ହାତୀ ଦାନ୍ତ ଜବତ, ୧୦ ଗିରଫ

ହାତୀ ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳାପାଳ ଅଭ୍ୟୟାରଣ୍ୟ । ହାତୀ ଶିକାରର ୧୦ ଜଣିଆ ବଡ଼ ଗ୍ୟାଙ୍ଗକୁ ଧରିଛି ବନ ବିଭାଗ । ୩୦ କିଲୋରୁ ଅଧିକ ହାତୀ ଦାନ୍ତ ଜବତ ହୋଇଛି । ମିଳିପାଳ ଜଏଣ୍ଟ ଟାସ୍କ ଫୋର୍ସ ଓ ଅନ୍ୟ ବିଭାଗର ସହାୟତାରେ ଜବତ ହୋଇଛି ହାତୀ ଦାନ୍ତ ।

ହାତୀ ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳାପାଳ ଅଭ୍ୟୟାରଣ୍ୟ । ହାତୀ ଶିକାରର ୧୦ ଜଣିଆ ବଡ଼ ଗ୍ୟାଙ୍ଗକୁ ଧରିଛି ବନ ବିଭାଗ । ୩୦ କିଲୋରୁ ଅଧିକ ହାତୀ ଦାନ୍ତ ଜବତ ହୋଇଛି ।  ଶିମିଳିପାଳ ଜଏଣ୍ଟ ଟାସ୍କ ଫୋର୍ସ ଓ ଅନ୍ୟ ବିଭାଗର ସହାୟତାରେ ଜବତ ହୋଇଛି ହାତୀ ଦାନ୍ତ ।

ଗିରଫ ମଧ୍ୟରେ ରହିଛନ୍ତି ଶିକାରୀ,ଦଲାଲ ଓ କ୍ରେତା। ହାତୀ ଦାନ୍ତର ଆନ୍ତର୍ଜାତୀୟ ବଜାରରେ ଭଲ ଚାହିଦା ରହିଛି। ସୌଖିନ ଜିନିଷର ହାତୀଦାନ୍ତ ବ୍ୟବହାର ହୋଇଥାଏ। ଶିକାରୀ କୋଲକତା ଦେଇ ଓଡ଼ିଶାରୁ ବିଦେଶକୁ ଚୋରା ଚାଲାଣ କରୁଛନ୍ତି । ବିଭିନ୍ନ ସମୟରେ ଶିମିଳିପାଳରେ ଶିକାରୀଙ୍କ ଦୌରାତ୍ମ୍ୟ ବଢୁଛି ।