ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲା: ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ

ଭୁବନେଶ୍ବର: ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ମାମଲାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ରାଜବବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମି ହରାଇଥିବା ୩୧ରୁ ଅଧିକ ଗ୍ରାମବାସୀ।

ପୂର୍ବରୁ ୧୨ଦିନ ଧରି ଖୋର୍ଦ୍ଧା ସାରୁଅ ତରଙ୍ଗ ଷ୍ଡୁଡିଓ ଆଗରେ ଧାରଣାରେ ବସିଥିଲେ। ତୁରନ୍ତ ଜମି ଫେରାଇବାକୁ ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି ଗ୍ରାମବାସୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.