କଟକ ରେଳ ଷ୍ଟେସନରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ, ୪ଟି ବ୍ୟାଗରେ ଭର୍ତି ହୋଇଛି ୨୦ ଓ ୧୦ ଟଙ୍କିଆ ନୂଆ ନୋଟ

କଟକ (କେନ୍ଯୁଜ୍): କଟକ ରେଳ ଷ୍ଟେସନରୁ ବିପୁଳ ପରିମାଣର ଟଙ୍କା ଜବତ । ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ୪ଟି ବ୍ୟାଗରେ ଭର୍ତି ହୋଇଛି ୨୦ ଓ ୧୦ ଟଙ୍କିଆ ନୂଆ ନୋଟ । ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ଜିଆରପି ଓ ଆରପିଏଫ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।

ବ୍ୟକ୍ତି ଜଣକ କେନ୍ଦ୍ରାପଡାର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.