ବାଲେଶ୍ୱର ପୋଲିସକୁ ବଡ଼ ସଫଳତା, ଦୀର୍ଘ ୪ ବର୍ଷ ପରେ ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା

ବାଲେଶ୍ୱର (କେନ୍ୟୁଜ୍) : ପୋଲିସକୁ ବଡ଼ ସଫଳତା। ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା । ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗରୁ ତାକୁ ଗିରଫ କରିଛି। ଖାସୁଆ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ପାପା। ୨୦୧୬ଜୁନ୍ ୨୨ରେ ପାପା ଓ ତାର ସହଯୋଗୀ ଦୁର୍ଦ୍ଦାନ୍ତ ପରାଧୀ ଖାସୁଆକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ। ଏନେି ସହଦେବଖୁଣ୍ଟା ଥାନାରେ ପାପା ସମେତ ୨୫ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଘଟଣାରେ ୧୪ଜଣଙ୍କୁ ବାନ୍ଧିଥିଲା ପୋଲିସ। ହେଲେ ପାପା ଫେରାର ଥିଲା। ଦୀର୍ଘ ୪ ବର୍ଷ ପରେ ଶେଷରେ ପୋଲିସ ହାତରେ ଧରାପଡିଛି ପାପା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.