ଅଜଣା ଗାଡି ଧକ୍କାରେ ମା ଓ ପୁଅ ମୃତ, ପୋଲିସର ତଦନ୍ତ

ରେଢ଼ାଖୋଲ: ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମା ପୁଅ ମୃତ। ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ଡ଼ିମିରିକୁଦା ଗ୍ରାମ ନିକଟରେ ଦୁର୍ଘଟଣା ।  ଘଟଣା ସ୍ଥଳରେ ମାର ମୃତ୍ୟୁ, ମେଡିକାଲରେ ପୁଅର ମୃତ୍ୟୁ ।  ଗର୍ଭବତୀ ସ୍ତ୍ରୀକୁ ଦେଖା କରି ଶ୍ୱଶୁର ଘରୁ ମା ସହ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା। ପୋଲିସର ତଦନ୍ତ ଜାରି ।

 

Also read: ସ୍ବାମୀ ହାତ ଛାଡ଼ିଦେଲା ରାଜରାସ୍ତାରେ ପଇଡ଼ ବିକୁଛନ୍ତି ମହିଳା