ଜଗତସିଂହପୁର (କେନ୍ୟୁଜ୍) : ମନ୍ଦିର ପୀଠରେ ଛୁଆ ଛାଡ଼ି ପଳେଇଲା ମା। ଜଗତସିଂହପୁର ତିର୍ତ୍ତୋଲ ଥାନା ବାବା ଗୋରଖନାଥ ପୀଠରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ୨ବର୍ଷର ଝିଅର ବାପାଙ୍କୁ ଖୋଜିବାକୁ କହି ମନ୍ଦିରର ଦୋକାନ ନିକଟରେ ମହିଳା ଜଣକ ଛୁଆକୁ ଛାଡ଼ି ଚାଲିଯାଇଥିଲେ। ତେବେ ମହିଳା ଜଣକ ନଫେରିବାରୁ ଦୋକାନୀ ଓ ମନ୍ଦିର ପୂଜକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଛୋଟ ଝିଅକୁ ଶିଶୁ ଆଶ୍ରମରେ ରଖାଯାଇଛି। ଆଜି ଅନୁଧ୍ୟାନ ପରେ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷଙ୍କୁ ଝିଅକୁ ହସ୍ତାନ୍ତର କରାଯିବ। ପୋଲିସ ଝିଅର ବାପାମାଙ୍କ ସନ୍ଧାନ ଚଳାଇଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…