ପାରିବାରିକ କଳହର କରୁଣ ପରିଣତି, ଝିଅ ସହ ନିଜକୁ ଜାଳିଲା ମାଆ

ସାଲେପୁର : ପାରିବାରିକ କଳହର କରୁଣ ପରିଣତି । କବାଟ ବନ୍ଦ କରି ଝିଅ ସହ ନିଜକୁ ଜାଳିଲା ମାଆ । କଟକ ଜଗତପୁର ଥାନା ଅତୋଡ଼ା ଗାଁରେ ଅଭାବନୀୟ ଘଟଣା। ଘରୋଇ କଳିରୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। କିରାସିନି ଢ଼ାଳି ଝିଅ ସହ ନିଜକୁ ନିଆଁ ଲଗାଇଛି ମାଆ । ଚିତ୍କାର ଶୁଣି ଘର ଭିତରୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ୨ ବର୍ଷର ଝିଅ ସହ ଗୁରୁତର ମା’କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।