ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା: ଆଜି କଲ୍ୟାଣୀ ଷ୍ଟିଲ ସହ ଏମଓୟୁ, ସୃଷ୍ଟି ହେବ ୧୨ହଜାର ନିଯୁକ୍ତି ସୁଯୋଗ

ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ରାଜ୍ୟରେ ନିବେଶ କ୍ଷେତ୍ରରେ ଆଜି ଯୋଡ଼ି ହେବ ଆଉ ଏକ ସଫଳ ଅଧ୍ୟାୟ । ଓଡ଼ିଶାରେ ନିବେଶ କରିବ କଲ୍ୟାଣୀ ଷ୍ଟିଲ୍ । ଆଜି ରାଜ୍ୟ ସରକାରଙ୍କ ସହ ଏନେଇ ଏମଓୟୁ ହେବ । ନିବେଶ ହେବ ୨୬ ହଜାର କୋଟି ଟଙ୍କା । ସୃଷ୍ଟି ହେବ ୧୨ହଜାର ନିଯୁକ୍ତି ସୁଯୋଗ ।

ଭୁବନେଶ୍ୱର (କେନ୍ୟୁଜ): ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ରାଜ୍ୟରେ ନିବେଶ କ୍ଷେତ୍ରରେ ଆଜି ଯୋଡ଼ି ହେବ ଆଉ ଏକ ସଫଳ ଅଧ୍ୟାୟ । ଓଡ଼ିଶାରେ ନିବେଶ କରିବ କଲ୍ୟାଣୀ ଷ୍ଟିଲ୍ । ଆଜି ରାଜ୍ୟ ସରକାରଙ୍କ ସହ ଏନେଇ ଏମଓୟୁ ହେବ । ନିବେଶ ହେବ ୨୬ ହଜାର କୋଟି ଟଙ୍କା । ସୃଷ୍ଟି ହେବ ୧୨ହଜାର ନିଯୁକ୍ତି ସୁଯୋଗ ।

ଅଟୋମୋଟିଭ୍, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ଓଡିଶାର ଆଗକୁ ନେବ ଏହି ପ୍ରକଳ୍ପ । କଲ୍ୟାଣୀ ଷ୍ଟିଲ୍ସ ଟିଟାନିୟମ୍ ମେଟାଲ ଓ ଏରୋସ୍ପେସ୍ ଯନ୍ତ୍ରାଂଶ ଉତ୍ପାଦନ କରିବ । ସେହିପରି ଇଣ୍ଟିଗ୍ରେଟେଡ୍ ଆଡଭାନ୍ସ ସ୍ପେସିଆଲିଟି ଷ୍ଟିଲ୍ ଓ ଅଟୋମୋଟିଭ୍ ସାମଗ୍ରୀ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପନ କରିବ କଲ୍ୟାଣୀ ଷ୍ଟିଲ । ଢେଙ୍କାନାଳ ଜିଲ୍ଲା ଗଜମରାରେ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପନ କରାଯିବ ।

You might also like