ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ପୁତୁରା ଆକ୍ରମଣରେ ବଡବାପା ମୃତ

ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଦାଭାଡି ଗ୍ରାମର ଘଟଣା। ପୁତୁରା ରାଜକିଶୋର ମହାନ୍ତଙ୍କ ଆକ୍ରମଣରେ ବଡବାପା ଅନିଲ ମହାନ୍ତ ମୃତ ।

ମୟୂରଭଞ୍ଜ (କେନ୍ୟୁଜ): ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ। ପୁତୁରା ଆକ୍ରମଣରେ ବଡବାପା ମୃତ। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଦାଭାଡି ଗ୍ରାମର ଘଟଣା। ପୁତୁରା ରାଜକିଶୋର ମହାନ୍ତଙ୍କ ଆକ୍ରମଣରେ ବଡବାପା ଅନିଲ ମହାନ୍ତ ମୃତ । ଅଭିଯୁକ୍ତକୁ ଧରିବା ପାଇଁ ଝାରପୋଖରିଆ ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.