କାଲିମେଳାରେ ଛାତିଥରା ଘଟଣା: କଙ୍ଗାରୁ କୋର୍ଟରେ ପିଟି ପିଟି ହତ୍ୟା!

ମାଲକାନଗିରି(କେନ୍ୟୁଜ୍‌): ମାଲକାନଗିରି ଜିଲ୍ଲା କାଲିମେଳାରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ପିଟି ପିଟି ହତ୍ୟା । ମୃତଙ୍କ ନାଁ ପଦିଆ ମାଡ଼କାମୀ । ଘର କାଙ୍ଗୁରକୋଣ୍ଡା ଗାଁରେ । ଅଭିଯୋଗ ଅନୁଯାୟୀ, କଙ୍ଗାରୁ କୋର୍ଟ ବସିଥିବା ବେଳେ ଉତ୍ତ୍ୟକ୍ତ ହୋଇ ଗାଁଲୋକ ପଦିଆ ମାଡ଼କାମୀଙ୍କୁ ନିସ୍ତୁକ ପିଟିଥିଲେ ।

ଏଥିରେ ତାଙ୍କର ମୃତ୍ୟୁ ଘଚିଠି । ଏନେଇ ମୃତକଙ୍କ ପୁଅ ବୀରେନ୍ଦ୍ର ମାଡ଼କାମୀ କାଲିମେଳା ଥାନାରେ ଏତଲା ଦେଇଛନ୍ତି । ଘଟଣାସ୍ଥଳରେ କାଲିମେଳା ପୋଲିସ ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.