ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

ନବରଙ୍ଗପୁର(କେନ୍ୟୁଜ୍):  ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ (soil conservation) ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା କାର୍ଯ୍ୟାଳୟରୁ ଦୁଇ ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ରାସ୍ତାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କା କାହାର ନିର୍ଦେଶକଙ୍କ ପାଖକୁ କେମିତି ଆସିଲା ଏ ସମ୍ପର୍କ ରେ ଅଧିକା ଜେରା କରୁଛି ଭିଜିଲାନ୍ସ ବିଭାଗ। ଭୁବନେଶ୍ୱର ଖୋର୍ଦ୍ଧା ଓ ପୁରୀରେ ରହିଛି ୯ ଟି ପ୍ଲଟ ଥିବା ସୂଚନା ମିଳିଛି। ତଦନ୍ତ ପରେ ସବିଶେଷ ତଥ୍ୟ ଗଣ ମାଧ୍ୟମକୁ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଭିଜିଲାନ୍ସ ବିଭାଗ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.