ଓଡ଼ିଶାରେ ଶିଳ୍ପାୟନର ବହୁ ସୁଯୋଗ ରହିଛି : ନବୀନ ଜିନ୍ଦଲ

ଭୁବନେଶ୍ବର (କେନ୍ୟୁଜ୍) : ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ସଫଳ ହୋଇଥିଲା । ଆସିଥିଲା ମୋଟ୍ ୪ ଲକ୍ଷ ୧୫ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ । ୧୫ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଥିଲା । ଏହା ଦ୍ୱାରା ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବହୁ ବିଶିଷ୍ଟ ଶିଳ୍ପପତି ଯୋଗ ଦେଇଥିଲେ । ସେଥିରୁ ଜଣେ ଥିଲେ ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ । ଓଡ଼ିଶାରେ ଶିଳ୍ପାୟନର ବହୁ ସୁଯୋଗ ରହିଛି ବୋଲି କହିଛନ୍ତି ନବୀନ ଜିନ୍ଦଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.