ନୟାପଲ୍ଲୀ: ଦିନ ଦ୍ୱିପ୍ରହରେ ଯୁବତୀଙ୍କୁ ଅପହରଣ ଉଦ୍ୟମ: ତିନି ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୋଲିସ, ଚାଲିଛି ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍): ନୟାପଲ୍ଲୀରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ଦିନ ଦ୍ୱିପ୍ରହରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ଅପହରଣ କରୁଥିବା ବେଳେ ପହଞ୍ଚିଲା ପିସିଆର । ଯୁବତୀଙ୍କୁ ସୁଇଫ୍ଟ କାରରେ ତିନି ଜଣ ଯୁବକଙ୍କ ଅପହରଣ ଉଦ୍ୟମ । ତିନି ଜଣଙ୍କୁ ଉଠାଇ ଆଣିଲା ପୋଲିସ । ଯୁବତୀଙ୍କ ଅଭିଯୋଗ ପରେ ତିନି ଯୁବକଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହି ଅଞ୍ଚଳରେ । ଯୁବତୀଙ୍କ ପାଟିକୁ ବନ୍ଦ କରି ନେଇଯାଉଥିଲେ ଅଭିଯୁକ୍ତ । ଅପହରଣରେ ଯୁବତୀଙ୍କ ମାମୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.