ଏଣିକି ପରାକ୍ରମ ଦିବସ ଭାବେ ପାଳନ ହେବ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ, ଘୋଷଣା କଲେ ଭାରତ ସରକାର

କେନ୍ଯୁଜ୍: ନେତାଜୀଙ୍କ ସ୍ମୃତିରେ ପରାକ୍ରମ ଦିବସ। ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ସବୁ ବର୍ଷ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ଏନେଇ ଘୋଷଣା କରିଛନ୍ତି ଭାରତ ସରକାର।

ଚଳିତ ଥର ବର୍ଷେ ବ୍ୟାପୀ ଚାଲିବ ନେତାଜୀ ମହୋତ୍ସବ । କଟକ ଓ ଭୁବନେଶ୍ୱର ସମେତ ଦେଶ ବିଦେଶରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଠିକଣା ଭାବେ ପାଳନ ପାଇଁ ଓ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏକ କମିଟି ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

Leave A Reply

Your email address will not be published.