ସମ୍ବଲପୁର ଜିଲ୍ଲାପାଳ ଭାବେ ଯୋଗଦେଲେ ଅନନ୍ୟା ଦାସ

ସମ୍ବଲପୁର(କେନ୍ୟୁଜ): ସମ୍ବଲପୁରର ନୂଆ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଭାବେ ଯୋଗଦେଲେ ଅନନ୍ୟା ଦାସ । ଦାୟିତ୍ୱ ନେବା ପରେ କହିଛନ୍ତି, ସହରରେ ଅନେକ ପ୍ରୋଜେକ୍ଟ ଚାଲିଛି । ଦରକାର ହେଲେ ନୂଆ ପ୍ରୋଜେକ୍ଟର କାମ ଆରମ୍ଭ ହେବ ।

ସମଲେଶ୍ୱରୀ ଯୋଜନା ପାଇଁ ଆଜି ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଏହାସହ ଜିଲ୍ଲାରେ ଥିବା ଅନ୍ୟାନ୍ୟ ସମସ୍ୟାର ସମୀକ୍ଷା କରିବେ । ଯେଉଁ କାର୍ଯ୍ୟ ଜାରି ରହିଛି ତାର ମଧ୍ୟ ସମୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.