୬ ମାସ ତଳେ କରିଥିଲେ ପ୍ରେମ ବିବାହ, ଏବେ ଆତ୍ମହତ୍ୟା

ବାସୁଦେବପୁର (କେନ୍ୟୁଜ୍) : ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା। ଭଦ୍ରକ ବାସୁଦେବପୁର ବ୍ଳକ୍ ଅନ୍ତର୍ଗତ ସୁଆଁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁର ଭଷାଳି ମଳିକଙ୍କ ପୁଅ ରଞ୍ଜନ ଓ ବୋହୂ ଗୀତାରାଣୀ ଗତକାଲି ରାତିରେ ଖାଇସାରି ଶୋଇଥିଲେ ।

suicideଆଜି ସକାଳେ ନଉଠିବାରୁ ଗାଁଲୋକ କବାଟ ଭାଙ୍ଗି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ଗତ ୬ମାସ ତଳେ ରଞ୍ଜନ ଗୀତାଙ୍କୁ ପ୍ରେମ ବିବାହ କରିଥିଲେ । ମୃତ୍ୟୁର କାରଣ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.