ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ କଟକର କୁନି ଛାତ୍ରୀ ନିଧି ମହାନ୍ତି, ଲକ୍‌ଡାଉନ୍‌ ସମୟରେ କୋଭିଡ ଉପରେ ଲେଖିଛନ୍ତି ବହି

କଟକ: ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ କଟକର କୁନି ଛାତ୍ରୀ ନିଧି ମହାନ୍ତି । ଲକ୍‌ଡାଉନ୍‌ ସମୟରେ ମାତ୍ର ୮ ବର୍ଷ ତିନି ମାସରେ କୋଭିଡ ଉପରେ ଏକ ବହି ଲେଖିଥିଲେ ସେ । ନିଧିଙ୍କ ଏହି ବହି ପାଇଁ ତାଙ୍କୁ ଶୁଭେଚ୍ଛା ମିଳିଛି ।

megnaକିଭଳି ଲୋକେ କୋଭିଡ୍‌ର ସବୁ ନିୟମ ମାନିବେ ଏହି ବହିରେ ଲେଖିଛନ୍ତି । ଓଲିଉଡ୍‌ ଅଭିନେତ୍ରୀ ମେଘନା ମିଶ୍ରଙ୍କ ଝିଅ ହେଉଛନ୍ତି ନିଧି ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.