ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମୁହଁ ଖୋଲିଲେ ନିରଞ୍ଜନ; କହିଲେ ବଳ ଥିବା ଯାଏ ରାଜନୀତି କରିବି

ଭୁବନେଶ୍ୱର (କେନ୍ୟୁଜ): ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି ଶରୀରରେ ଶକ୍ତି ଥିବା ପର୍ଯ୍ୟନ୍ତ ସେ ରାଜନୀତି କରିବେ । ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ କାମ ଜାରି ରଖିବେ । କୌଣସି ପଦ ପଦବୀରେ ଥାଏ କି ନ ଥାଏ ।

କୌଣସି ନିର୍ବାଚନ ଲଢେ କି ନ ଲଢେ ରାଜନୀତି କରିବି ବୋଲି ପିିସିସି ସଭାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.