ନିରଞ୍ଜନଙ୍କ ନୂଆ ଟିମ୍ : କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ କମିଟି ଗଠିତ । କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କମିଟିରେ ୧୪ ଉପସଭାପତି, ଜଣେ କୋଷାଧ୍ୟକ୍ଷ ଅଛନ୍ତି । ସେହିପରି ୨୪ ଜଣ ସାଧାରଣ ସଂପାଦକ, ଏକଜିକ୍ୟୁଟିଭ୍ କମିଟିରେ ୨୭ ଜଣ ସଦସ୍ୟ, ୧୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ମନୋନୀତ ହୋଇଛନ୍ତି । ଶୃଙ୍ଖଳାଗତ କମିଟିରେ ୭ ସଦସ୍ୟ ଅଛନ୍ତି । ମିଡିଆ ଓ ଯୋଗାଯୋଗ ପାଇଁ ଜଣେ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.