ଏଥର ଶ୍ରୀକ୍ଷେତ୍ରରେ ହେବନି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ

ପୁରୀ : ଏଥର ଶ୍ରୀକ୍ଷେତ୍ରରେ ହେବନି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ। ନବଯୌବନ ଦର୍ଶନ ବନ୍ଦ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରେ ନିଷ୍ପତ୍ତି ହୋଇଛି । ଶ୍ରୀକ୍ଷେତ୍ରରେ ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟ ଅନୁମୋଦନ ମିଳିଛି । ଛତିଶା ନିଯୋଗ ବୈଠକ ନିଷ୍ପତ୍ତି କାଏମ ରଖାଯିବ । ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

You might also like