କଟକ : ଏନଆରଟିଏସ ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା ଏହି ପରୀକ୍ଷା। ବୋର୍ଡର ୱେବସାଇଟ www.bseodisha.ac.in ରେରେଜଲ୍ଟ ଉପଲବ୍ଧ। ନଭେମ୍ବର ୫ ରେ ୩୩୪ ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ଏହି ପରୀକ୍ଷା। ରାଜ୍ୟର ୫୧୯୨୪ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଏହି ପରୀକ୍ଷା।