ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ , ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

ପଟ୍ଟାମୁୁଣ୍ଡାଇ(କେନ୍ୟୁଜ୍) : ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ସରୋଜିନୀ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଟ୍ଟାମୁୁଣ୍ଡାଇ ବେଲତଳ ଗାଁରେ ଏକ ଭଡାଘର ନେଇ ସରୋଜିନୀ ରହୁଥିଲେ। ତାଙ୍କ ଘର ଯାଜପୁର ଇଟାପଟା ଗାଁରେ। ସେ ପଟ୍ଟାମୁଣ୍ଡାଇ ରମାଦେବୀ ନର୍ସିଂ କଲେଜର ଛାତ୍ରୀ ଥିଲେ। ଗତକାଲି ବିଳମ୍ବିତ ରାତିରେ ଘର ଭିତରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.