୯୯.୪ ପ୍ରତିଶତ ମାର୍କ ରଖି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅମରଜିତ୍‌ ଟପ୍ପର, ସଫଳତା ପରେ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ସମୀର ଦାସ

ଆନନ୍ଦପୁର(କେନ୍ଯୁଜ୍) : ଆନନ୍ଦପୁର ଉପଖଣ୍ଡ ଶାଳପଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅମରଜିତ୍‌ ବିଶ୍ୱାଳ ଟପ୍ପର ହୋଇଛନ୍ତି । ୯୯.୪ ପ୍ରତିଶତ ମାର୍କ ରଖି ସମଗ୍ର ଓଡ଼ିଶାରେ ଟପ୍ପର ହୋଇଛନ୍ତି ।

amarjit topper

ତାଙ୍କର ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ସମୀର ଦାସ । ଆଗକୁ ଜଣେ ସାଇଣ୍ଟିଷ୍ଟ ହେବାର ଲକ୍ଷ୍ୟ ରଖିଛିନ୍ତି ଅମରଜିତ୍‌ ।

Leave A Reply

Your email address will not be published.