ଓଡ଼ିଶା ସହ ବାଜପେୟୀଙ୍କ ସମ୍ପର୍କ ବହୁ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର (କେ ନ୍ୟୁଜ୍) : ଓଡ଼ିଶା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଭୁବନେଶ୍ୱର ଏମ୍ସ ଓ ପାରାଦୀପ ଆଇଓସିଏଲ ରିଫାଇନାରୀ, ଏହି ଦୁଇଟି ବୃହତ ଅନୁଷ୍ଠାନ ହେଉଛି ବାଜପେୟୀଙ୍କର ପ୍ରମୁଖ ଅବଦାନ । କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀ ୯୯ମସିହା ମହାବାତ୍ୟା ବେଳେ ବିପନ୍ନ ଓଡିଆଙ୍କ ପ୍ରତି ଯେଉଁ ସହୃଦୟତା ପ୍ରଦର୍ଶନ କରିଥିଲେ, ତାହା ଅତ୍ୟନ୍ତ ପ୍ରଶଂସନୀୟ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.