ମେଟ୍ରୋ ରେଳ ପ୍ରକଳ୍ପର ଡିପିଆରକୁ କ୍ୟାବିନେଟ ମୋହର, ଖର୍ଚ୍ଚ ହେବ ୬ ହଜାର ୨୫୫କୋଟି ଟଙ୍କା

କଟକ-ଭୁବନେଶ୍ବର ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆରକୁ କ୍ୟାବିନେଟ ମୋହର । ଏଥିପାଇଁ ସମୁଦାୟ ୬ ହଜାର ୨୫୫କୋଟି ଟଙ୍କା ଖର୍ଚ୍ଚ ହେବ ।

କଟକ-ଭୁବନେଶ୍ବର ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆରକୁ କ୍ୟାବିନେଟ ମୋହର । ଏଥିପାଇଁ ସମୁଦାୟ ୬ ହଜାର ୨୫୫କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନେଶ୍ବର ଏୟାରପୋର୍ଟ ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରିବ । ଆଜି ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।  ବ୍ରହ୍ମପୁରରେ ହେବ ରିଂ ରୋଡ । ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ। ଆମ ହସ୍ପିଟାଲ ଯୋଜନାକୁ କ୍ୟାବିନେଟ ମୋହର ଲାଗିଛି ।

You might also like